ଭିଜିଲାନ୍ସ ରେଡ , ଟଙ୍କା ଓ ସମ୍ପତି ଜବତ

ଜଳ ବିଭିଜିକା ପ୍ରକଳ୍ପ ନିର୍ଦେଶକ ଶାନ୍ତନୁ କୁମାର ମହାପାତ୍ରଙ୍କ ଜୟପୁର ଓ ମାଲକାନଗିରି ସ୍ଥିତ ବାସଭବନରେ ଭିଜିଲାନ୍ସ ରେଡ । ଭିଜିଲାନ୍ସର ତିନୋଟି ଟିମ ଏକତ୍ର ଚଢ଼ାଉ କରିଛି। ଭୁବନେଶ୍ୱରର ଏକ ବାସଭବନରେ ମଧ୍ୟ ରେଡ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଏକ କୋଟି ରୁ ଉର୍ଦ୍ଧ ଆୟବହିର୍ଭୁତ ସମ୍ପତି ଠାବ ହୋଇଛି। ଜୟପୁର ପାୱାର ହାଉସ କଲୋନୀ ରେ ଥିବା ବାସ ଭବନରୁ ଜବତ । ଟଙ୍କା ର ଗଣତି ପରେ ସମ୍ପୂର୍ଣ୍ଣ ଟଙ୍କା ର ହିସାବ ଜଣା ପଡ଼ିବ ବୋଲି ଭିଜିଲାନ୍ସ ର ସୂଚନା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *