ରାଜଧାନୀରୁ ନିିଖୋଜ ହେଲା ୧୬ ବର୍ଷର ପିଲା : ହ୍ୱାଟ୍ସଅପ୍‌ରେ ମିଳିଲା ଧମକ

Spread the love

ପୁଣି ରାଜଧାନୀରୁ ନିିଖୋଜ ହେଲା ୧୬ ବର୍ଷର ପିଲା । ରାଜଧାନୀରେ ପିଲା ନିଖୋଜଏବେ ବେଶ୍ ଚର୍ଚ୍ଚାରେ ଥିବା ବେଳେ ଗତକାଲି ମୈତ୍ରୀବିହାରର ଆଉ ଏକ ପିଲା ଘରୁ କୁଆଡେ ପଳାଇଯାଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ବାପା ମା’ଙ୍କ କହିବା ଅନୁସାରେ ୪ ଦିନ ହେଲା ପିଲାଟି ବିଦ୍ୟାଳୟ ନଯାଇଥିବାରୁ ଘରଲୋକ ଓ ଶିକ୍ଷକ ଗାଳିକରିଥିବାରୁ ବୋଧେ ରାଗିଯାଇ ଘର ଛାଡି ଚାଲି ଯାଇଥିବା ସନ୍ଦେହ କରିଥିଲେ । କିନ୍ତୁ ଘରକୁ ନଫେରିବାରୁ ପରିବାର ଲୋକେ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଛନ୍ତି । ପରେ ସେମାନଙ୍କୁ ହ୍ୱାଟ୍ସଅପ୍‌ରେ ଏକ ସନ୍ଦେହପୂର୍ଣ୍ଣ ବାର୍ତ୍ତା ଆସିବାରୁ ଏନେଇ ସେ ମୈତ୍ରୀ ମିହାର ଥାନାରେ ଅଭିଯୋଗ କରିଛନ୍ତି । ସେଥିରେ ତାଙ୍କୁ ୩ ଲକ୍ଷ ଟଙ୍କା ଦେବା ପାଇଁ ଧମକ ଦେଇଛନ୍ତି । ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *