ଆବାସ ଘର ବଣ୍ଟରେ ଅନିୟମିତତା, ୪ ନିଲମ୍ୱିତ

ବାଙ୍କୀ ବ୍ଲକ ବାଉଁଶପୁଟ ପଂଚାୟତ ରେ ଫନି ବାତ୍ୟା ବିପନ୍ନଙ୍କୁ ଆବାସ ଘର ବଣ୍ଟରେ ଅନିୟମିତତା । ଅଯୋଗ୍ୟକୁ ଯୋଗ୍ୟ କରି ଘର ଯୋଗାଇଦେବା ନାମ ରେ ସରକାରୀ ଅର୍ଥ ତୁଷାରପାତ ପଡିଲା ମାହାଙ୍ଗା । ଘଟଣାରେ ସମ୍ପୃକ୍ତ ୩ ଜଣ ପିଇଓ, ଜଣେ ଏଡ଼ିଇଓ ଙ୍କୁ ଚିଠି ନମ୍ବର ୧୨୪୮ ରେ ନିଲମ୍ବନ ଆଦେଶ ଦେଇଛନ୍ତି କଟକ ଜିଲ୍ଳାପାଳ । ନିଲମ୍ବିତ ପଂଚାୟତ ଅଧିକାରୀ PEO ବାଳକୃଷ୍ଣ ମିଶ୍ର, PEO ଅଏଷକାନ୍ତ ଦାସ, PEO ପ୍ରଦୀପ୍ତ କୁମାର ସ୍ୱାଇଁ ADEO ହେମନ୍ତ ବଳ ରହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *