ଗଞ୍ଜାମ : ବ୍ରହ୍ମପୁର ନିକଟସ୍ଥ ମହୁଡ଼ା ଗ୍ରାମରେ ଘଟିଯାଇଛି ଡ଼ବଲ୍ ମର୍ଡ଼ର । ଅନ୍ୟ ଗ୍ରାମରୁ ଆସି ଗଣ୍ଡଗୋଳ କରିବାରୁ ଦୁଇ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଏବଂ ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତାଙ୍କ ଶବକୁ ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now