ଜୁଆ ଆଡ୍ଡା ଉପରେ ଚଢ଼ଉ : ୩ ଗିରଫ : ନଗଦ ୧ ଲକ୍ଷ ୪୪ ହଜାର ୫୭୦ ଟଙ୍କା, ୪ ବାଇକ୍ ଜବତ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିବା ସହ ସେଠାରୁ ୧ ଲକ୍ଷ ୪୪ ହଜାର ୫୭୦ ଟଙ୍କା, ୪ଟି ବାଇକ୍ ଓ ତାସ୍ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଆନ୍ଧ୍ର ଇଚ୍ଛାପୁର ଥାନା ଅଂଚଳର ପି. ପ୍ରସାଦ ରାଓ (୩୬), କେ. ବିଘ୍ନେଶ ରେଡ୍ଡୀ (୩୯) ଏବଂ ଗୋଳନ୍ଥରା ଥାନା ଝାଟିପଦର ଅଂଚଳର ପି. ମୋହନ ରେଡ୍ଡୀ (୩୦) । ଏ ସଂକ୍ରାନ୍ତରେ ଥାନାରେ କେସ୍ ନଂ ୨୬୦/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *