ଶାନ୍ତି ଚାହୁଁ- ହିଂସା ନୁହେଁ: ହିମାଂଶୀ ନରଓ୍ୱାଲ୍

ଆମେ ଶାନ୍ତି ଚାହୁଁ। କୌଣସି ପ୍ରକାର ଘୃଣା କି ହିଂସା ନୁହେଁ। ଲୋକେ ମୁସଲମାନଙ୍କ ବିରୁଦ୍ଧରେ ବିଷୋଦଗାର କରୁଛନ୍ତି। ଏହା ହେବା ଉଚିତ ନୁହେଁ। ପହଲଗାମ ଆତଙ୍କି ଆକ୍ରମଣରେ ଶହୀଦ ଲେଫ୍ଟନାଣ୍ଟ ବିନୟ ନରଓ୍ୱାଲଙ୍କ ପତ୍ନୀ ହିମାଂଶୀ ନରଓ୍ୱାଲ ଏହା କହିଛନ୍ତି। ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢ଼େଇ ଜରୁରୀ। କିନ୍ତୁ ମୁସଲିମ ଓ କଶ୍ମୀରବାସୀଙ୍କ ବିରୁଦ୍ଧରେ ନୁହେଁ। ଅବଶ୍ୟ ନ୍ୟାୟ ଚାହୁଁଛୁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆତଙ୍କବାଦୀଙ୍କ କାରନାମା ଲାଗି ନିରୀହ ଲୋକ ଦଣ୍ଡ ପାଆନ୍ତୁ ବୋଲି ଅପିଲ୍ କରିଛନ୍ତି ହିଂମାଶୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *