ମୁନିଗୁଡା ଠାରେ ମାଓବାଦୀଙ୍କ ମାଓ ତାଣ୍ଡବ, ହାଇୱା ପୋଡିଲେ

Spread the love

ଭୁବନେଶ୍ୱର : ରାୟଗଡା ଜିଲ୍ଲାର ମୁନିଗୁଡା ଠାରେ ଥିବା କ୍ରସରରେ ମାଓବାଦୀ ମାନେ ହାଇୱା ପୋଡି ଦେଇଥିବା ସୂଚନା ମିଳିଛି ।

ଗତକାଲି ରାତ୍ରୀରେ ମାଓବାଦୀ ମାନେ ଚାରୋଟି ହାଇୱା ସହ ଦୁଇଟି ଚେନ୍ ଜେସିବି ପୋଡି ଦେଇଛନ୍ତି । ଗତକାଲି ରାତିରେ ୨୦ ରୁ ଉର୍ଦ୍ଧ୍ୱ ମହିଳା ମାଓବାଦୀ କ୍ରସର ନିକଟକୁ ଆସି ପ୍ରଥମେ ସେଠାରେ ଥିବା କର୍ମଚାରୀ ମାନଙ୍କ ମୋବାଇଲ ମାଗିଥିଲେ ପରେ ପୋଡାଜଳା କରିବାପରେ ମବାଇଲ ଗୁଡିକ ଫେରାଇ ଦେଇ ଚାଲି ଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *