ବସ୍ ରେ ହେଉଥିଲା ଗଞ୍ଜେଇ ଚାଲାଣ, ତିନି ଅଟକ

Spread the love

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାରେ ଏକ ଘରୋଇ ବସରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କେସିଙ୍ଗା ପୋଲିସ ତିନି ଜଣଙ୍କୁ ଅଟକ ରଖିଥିବା ଜଣା ପଡିଛି । କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ବସରେ ପହଞ୍ଚି ଗଞ୍ଜେଇ ଜବତ କରିଥିଲା । ପୋଲିସ ଦ୍ୱାରା ଗିରଫ କରାଯାଇଥିବା ତିନି ଜଣଙ୍କ ମଧ୍ୟରେ ଦ୍ୱାରା ଦୁଇ ଜଣ ଯୁବକ, ଜଣେ ମହିଳା ସାମିଲ ଅଛନ୍ତି । ପୋଲିସ ସମ୍ପୃକ୍ତ ବସକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *