ବେଆଇନ ଧାନ ଗଛିତ ଥିବା ନେଇ ରେଡ୍। ଦୁଇଟି ସ୍ଥାନରେ ଯୋଗାଣ ବିଭାଗର ରେଡ। ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ଦୁର୍ଗୀ ଗ୍ରାମରେ କେ ମୋହନ ରାଓ ବେଆଇନ ଭାବେ ଦୁଇଟି ସ୍ଥାନରେ ଧାନ ରଖିଥିବା ଅଭିଯୋଗରେ ଦୁଇଟି ସ୍ଥାନରେ ରେଡ ଜାରି ରହିଛି। ଗୁଣୁପୁର ଯୋଗାଣ ଅଧିକାରୀ, ମାଜିଷ୍ଟେଟ ଭାବେ ବିଷମ କଟକ ତହସିଲଦାର ଓ ବିଷମ କଟକ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ମିଳିତ ଭାବେ ଏହି ଚଢ଼ାଉ ଜାରି ରହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now