ରାଜକନିକା ଆକାଉଣ୍ଟାଣ୍ଟ ବିଇଓ(ବ୍ଲକ ଶିକ୍ଷା ଅଧିକାରୀ) ଏମଡି ଫିରୋଜ ଖାନଙ୍କୁ ସ୍କୁଲ ୟୁନିଫର୍ମ ଯୋଗାଣ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀଠାରୁ ୨୦,୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡିଶା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ସୂଚନାଅନୁଯାୟୀ ଅଭିଯୋଗକାରୀଣିଙ୍କ ଠାରୁ ୧.୯୩ ଲକ୍ଷ ଟଙ୍କାର ବିଲ୍ ପାସ୍ କରିବା ଏବଂ ସହାୟକ ଗୋଷ୍ଠୀର ବାକି ରାଶି ପ୍ରଦାନ କରିବା ବଦଳରେ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରୁଥିଲେ । ସେତବେଳେ ଅଭିଯକ୍ତ ମହମ୍ମଦ ଖାନ କବଜାରୁ ୨୦,୦୦୦ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now