କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ଯୌନ ଶୋଷଣ ମାମଲା : କୋଲକାତା ଗଲା ସ୍ୱତନ୍ତ୍ର ଟିମ

Spread the love

ଭୁବନେଶ୍ୱର : କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ଯୌନ ଶୋଷଣ ମାମଲାରେ କଟକ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ କଲିକତା ଯାଇଥିବା ଜଣା ପଡିଛି । ସୌରୀନଙ୍କ ବିରୋଧରେ କଟକର ଜଣେ ଯୁବତୀ ଯୌନ ଶୋଷଣ ଅଭିଯୋଗ ନେଇ ମହିଳା ଥାନାରେ ଏତଲା ଦେଇଛନ୍ତି। ପୋଲିସ ସୌରୀନ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରି ତଦନ୍ତ କରୁଛି। ଏତଲା ପରଠାରୁ ସୌରୀନ ଫେରାର ଅଛନ୍ତି ।

Leave a Reply

Your email address will not be published. Required fields are marked *