ଭୁବନେଶ୍ୱର :ମୁଣ୍ଡଳି ବ୍ରିଜ୍ରୁ ଡେଇଁ ଛାତ୍ରୀ ମୃତ୍ୟୁ ଘଟଣାରେ ପୋଲିସ ତାଙ୍କର ପୁରୁଷ ବନ୍ଧୁଙ୍କୁ ଗିରଫ କରିଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ଆଠଗଡ଼ ପୋଲିସ ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି । ମୃତ ଛାତ୍ରୀଙ୍କ ବାପାଙ୍କ ଏତଲା ଆଧାରରେ ପୋଲିସ ତାଙ୍କର ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ।
ଉଲ୍ଲେଖନୀୟ ଯେ ଗତ 20 ତାରିଖ ଦିନ ଛାତ୍ରୀ ଜଣଙ୍କ ବ୍ରିଜରୁ ଡେଇଁଥିଲେ ଓ ତାର ପରଦିନ ତାଙ୍କର ମୃତଦେହ ମିଳିଥିଲା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now