ଅଚିହ୍ନା ବ୍ୟକ୍ତିର ଶବ ଉଦ୍ଧାର

Spread the love

ମୁଖୀଗୁଡ଼ା : ଗତକାଲି ଜୟପାଟଣା ଥାନା ଅନ୍ତର୍ଗତ କରଞ୍ଜିଗୁଡା-ପତିଗୁଡା ରାସ୍ତା ଡୁଙ୍ଗରି ନିକଟରେ ଏକ ଅଚିନ୍ନା ବ୍ୟକ୍ତି ର ଶବ ଉଦ୍ଧାର କରାଯାଇଛି ।

ଆଜି ସକାଳେ ଜୟପାଟଣା ବ୍ଲଜ ଅନ୍ତର୍ଗତ ପାଇକ କେନ୍ଦୁମୁଣ୍ଡି ପଂଚାୟତର କରଞ୍ଜିଗୁଡା ଡୁଙ୍ଗୁରି ନିକଟରେ ଏକ ଅଚିନ୍ନା ବ୍ୟକ୍ତିର ଶବ ପଡିଥିବା ଦେଖି ସ୍ଥାନୀୟ ଲୋକେ ଜୟପାଟଣା ପୁଲିସକୁ ଖବର ଦେଇଥିଲେ । ପୁଲିସ ଶବ ଉଦ୍ଧାର କରିବା ପରେ ଏହା ଏକ ଅଚିହ୍ନା ବ୍ୟକ୍ତିର ଶବ ହୋଇଥିବାରୁ ଭବାନୀପାଟଣା ଡାକ୍ତରଖାନାରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *