ଥାନା ପରିସରରୁ ଚୋର ଫେରାର

Spread the love

ଆନନ୍ଦପୁର : ଆନନ୍ଦପୁର ଥାନା ପରିସରରୁ ଜଣେ ଚୋର ଚମ୍ପଟ ମାରିଥିବା ସୂଚନା ମିଳିଛି । ପୋଲିସ ସଂପୃକ୍ତ ଚୋରକୁ ଧରିବାକୁ ତନାଘନା ଚଳାଇଛି ।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଦିନ ଏକ ଚୋରୀ ମାମଲାରେ ଫକିରପୁର ଗାଁର ଅମର ସାହୁ ନାମକ ଜଣେ ବ୍ୟକ୍ତିକୁ ଆନନ୍ଦପୁର ପୋଲିସ ଗିରଫ କରିଥିଲା । ସକାଳୁ ସମ୍ପୃକ୍ତ ଡକାୟତ ଚୋର ଫେରାର ହୋଇଯାଇଥିବା ଜଣା ପ଼ଡିଛି । ଫେରାର ଚୋରକୁ ଧରିବାକୁ ଆନନ୍ଦପୁର ପୋଲିସ ବିଭିନ୍ନ ସ୍ଥାନରେ ତନାଘନା ଚଳାଇଛି ।

Leave a Reply

Your email address will not be published. Required fields are marked *