ଇଡିରୁ ନୋଟିସ ପାଇବା ପରେ ତୃଣମୂଳ କଂଗ୍ରେସ ନେତ୍ରୀ ସାୟୋନୀ ଘୋଷ ହେଲେ ଅଣ୍ଡରଗ୍ରାଉଣ୍ଡ

Spread the love

କୋଲକାତା : ପଶ୍ଚିମ ବଙ୍ଗର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ପ୍ରବର୍ତନ ନିର୍ଦେଶାଳୟ ବା ଇଡି ପକ୍ଷରୁ ନୋଟିସ ଜାରି କରାଯିବା ପରେ ତୃଣମୂଳ କଂଗ୍ରେସର ନେତ୍ରୀ ସାୟୋନୀ ଘୋଷ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି । ସେ ତୃଣମୂଳ କଂଗ୍ରେସର ଯୁବ ଶାଖାର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ଆଜି ସକାଳେ ତାଙ୍କୁ ସଲ୍ଟ ଲେକ ସ୍ଥିତ ସିଜି କମ୍ପ୍ଲେକ୍ସର କାର୍ଯ୍ୟାଳୟରେ ପଚରା ଉଚୁରା କରିବାକୁ ହାଜର ହେବାକୁ କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *