ଚଳିତ ମାସରେ ଧାଡ଼ି ଦର୍ଶନ trial run ହେବ ନାହିଁ। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି। ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁୟାରୀ 20 ଯାଏ ଭିଡ ରହିବ। ଜାନୁଆରୀ ୨୦ରୁ ୨୨ ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
Naxatra News is now on Whatsapp
Join and get latest news update delivered to you via whatsapp
Join Now