Daily News

ଟଳିଲା ପୁରୁଣା ଆପାର୍ଟମେଣ୍ଟ କିଣାବିକା ସମସ୍ୟା!

ଆପାର୍ଟମେଣ୍ଟ କିଣାବିକା ଲାଗି ଖୋଲିଲା ବାଟ। ରି ସେଲ୍ ଆପାର୍ଟମେଣ୍ଟ ବିକ୍ରି ନେଇ ନଗର ଉନ୍ନୟନ ବିଭାଗର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୀର୍ଘ ଦିନ ହେଲା…

୧୨ ବର୍ଷ ପରେ ଛକା ମାରି ଖାତା ଖୋଲିଲେ କୋହଲି

ରାୟପୁର ଓ୍ୱାନ ଡେ ମ୍ୟାଚରେ ଦୁର୍ଲ୍ଲଭ ଛକା ମାରି ଶତକ ହାସଲ କରିଛନ୍ତି କୋହଲି। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଜବରଦସ୍ତ ୧୦୨ ରନ୍ କରି କ୍ରିକେଟ ପ୍ରଶଂସକଙ୍କ…

ହିନ୍ଦୁ ଦେବାଦେବୀଙ୍କୁ ପରିହାସ କରି ବିବାଦରେ ସିଏମ୍ ରେଭାନ୍ତ ରେଡ୍ଡୀ

ହିନ୍ଦୁ ଦେବାଦେବୀଙ୍କ ଉପରେ ବିବାଦୀୟ ବୟାନ ଦେଇ ପୁଣି ଅଡ଼ୁଆରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭାନ୍ତ ରେଡ୍ଡୀ।  ହିନ୍ଦୁ ଦେବାଦେବୀଙ୍କୁ ଉପହାସ କରିଛନ୍ତି ରେଭାନ୍ତ। ଏହାକୁ ନେଇ ବିଜେପି…

ଦିଲ୍ଲୀ ଏମସିଡି ଉପନିର୍ବାଚନ: ସର୍ବାଧିକ ୭ଟି ଆସନ ଦଖଲ କଲା ବିଜେପି, ଆପ୍-୩, କଂଗ୍ରେସ-୧

ଦିଲ୍ଲୀ ମହାନଗର ନିଗମ ଉପନିର୍ବାଚନରେ ବିଜେପିର ବାଜିମାତ୍। ୧୨ଟି ଆସନରୁ ୭ଟିକୁ ଦଖଲ କଲା ବିଜେପି। ଆମ୍ ଆଦମୀ ଦଳ ୩ଟି ଆସନରେ ଜିତିଥିଲା ବେଳେ କଂଗ୍ରେସ…

ଇମ୍ରାନ ଖାନଙ୍କୁ ନେଇ ହଟିଲା ସସପେନ୍ସ- ଜେଲରେ ସୁସ୍ଥ ଓ ସୁରକ୍ଷିତ

ଇମ୍ରାନ ଖାନ୍ ଜୀବିତ ନା ମୃତ। ଇମ୍ରାନଙ୍କୁ ଜେଲରେ ହତ୍ୟା କରାଯାଇଛି। ଆଜି ଆଉ ଥରେ ଏ ଗୁଜବକୁ ନେଇ ଇସଲାମାବାଦ ହାଇକୋର୍ଟ ବାହାରେ ପାକିସ୍ତାନୀ ତହରିଫ୍-ଏ-ଇନସାଫ…

ସଂସଦକୁ କୁକୁର ପ୍ରବେଶ ବୟାନ- ରେଣୁକା ଓ ରାହୁଲଙ୍କୁ ରେସପନସିବିଲିଟିର ପରାମର୍ଶ ଦେଲେ ସମ୍ୱିତ

ସଂସଦ ପରିସରରେ କୁକୁର ପ୍ରବେଶରେ ବାରଣକୁ ନେଇ ରେଣୁକା ଚୌଧୁରୀ ଓ ରାହୁଲ ଗାନ୍ଧୀଙ୍କ ବୟାନକୁ କଡ଼ା ନିନ୍ଦା କରିଛି ବିଜେପି। ସାଂସଦ ହିସାବରେ ତୃତୀୟ ଆର୍…

ବିହାର ବିଧାନସଭାରେ ବିଶ୍ୱାସ ଓ ସମ୍ମାନର ଛବି : ନୀତିଶ-ତେଜସ୍ୱୀ ଯୋଡ଼ି

ନୀତିଶ-ତେଜସ୍ୱୀଙ୍କ ଭିତରେ ସମ୍ମାନ ଓ ଭଲ ପାଇବା ଦେଖିଲା ବିହାର ବିଧାନସଭା। ଆଜି ବାଚସ୍ପତି ନିର୍ବାଚନ ଥିଲା। ବାଚସ୍ପତି ଭାବେ ଡାକ୍ତର ପ୍ରେମକୁମାର ନିର୍ବାଚିତ ହୋଇଛନ୍ତି। ତାଙ୍କୁ…

ଦଣ୍ଡକ୍ରମ ପାରାୟଣରେ ଇତିହାସ ରଚିଲେ ମହେଶ

ଦଣ୍ଡକ୍ରମ ପାରାୟଣ କରି ୧୯ ବର୍ଷୀୟ ଦେବବ୍ରତ ମହେଶ ଏବେ ସବୁଠି ଚର୍ଚ୍ଚାରେ। ବେଦମୂର୍ତ୍ତି ମହେଶ ରେକେ ଯାହା କରିଛନ୍ତି, ଆସନ୍ତା ପୀଢ଼ି ଏହାକୁ ସବୁଦେନ ମନେରଖିବେ।…

ବୋମା ଧମକରୁ ମୁମ୍ୱାଇରେ ଇଣ୍ଡିଗୋର ଏମର୍ଜେନ୍ସି ଲ୍ୟାଣ୍ଡିଂ- ଯାତ୍ରୀ ସୁରକ୍ଷିତ

ବୋମା ଧମକରୁ ମୁମ୍ୱାଇରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କଲା ଇଣ୍ଡିଗୋ ବିମାନ। କୁଏତରୁ ହାଇଦ୍ରାବାଦ ଆସୁଥିଲା ବିମାନ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଉଡ଼ାଣ ବେଳେ ଫ୍ଲାଇଟକୁ ମାନବ…

ଆପାର୍ଟମେଣ୍ଟରେ ନିଆଁ ଲାଗିଲେ କିଭଳି କରିବେ ଆୟତ୍ତ।

ଆପାର୍ଟମେଣ୍ଟ ରେ ନିଆଁ ଲାଗିଲେ କିଭଳି କରିବେ ଆୟତ୍ତ। ଏନେଇ ଆଜି ଭୁବନେଶ୍ଵର ଡମଣାରେ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ କରାଯାଇଛି।…

କମିଲା ଅନଲାଇନ୍ ଟିକେଟ ସଂଖ୍ୟା।

ବାରବାଟୀ ଷ୍ଟାଡିୟମ ରେ ଭାରତ ଦକ୍ଷିଣ ଆଫ୍ରିକା ଟି ଟ୍ୱେଣ୍ଟି ମ୍ୟାଚ୍ । ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ସାମ୍ବାଦିକ ସମ୍ମିଳନୀ। ସମ୍ପାଦକ ସଞ୍ଜୟ ବେହେରାଙ୍କ ସୂଚନା।…