ଯୁଦ୍ଧ ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଛୁଟି ବାତିଲ୍

ଭାରତ-ପାକିସ୍ତାନ ଯୁଦ୍ଧ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ଛୁଟି ବାତିଲ୍ କଲା। ଷ୍ଟେସନ ହେଡ଼କ୍ୱାର୍ଟର ବି କେହି ଛାଡ଼ିପାରିବେନି। କେବଳ ମେଡିକାଲ ଗ୍ରାଉଣ୍ଡରେ ଛୁଟି ମିଳିବ। ଏପରିକି ଛୁଟି ପାଇଁ ଅନୁମତି ପାଇସାରିଥିବା ସ୍ୱାସ୍ଥ୍ୟ କର୍ମୀ ଓ ଅଧିକାରୀଙ୍କ ଛୁଟିକୁ ବି ବାତିଲ୍ କରାଯାଇଛି। ଯେଉଁ ଅଧିକାରୀମାନେ ଛୁଟିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ ଜଏନ କରିବାକୁ କୁହାଯାଇଛି। ଏ ନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସର୍କୁଲାର ଜାରି କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *