ଡବଲ ଇଞ୍ଜିନ ସରକାରରୁ ଅନେକ କିଛି ଆଶା କରୁଥିଲା ଓଡିଶା। କିନ୍ତୁ ଓଡିଶା ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ହେଲା ନାହିଁ । ଦୀର୍ଘଦିନ ଧରି ଦାବି ହେଉଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଲାନି । ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ୱତନ୍ତ୍ର ପାଣ୍ଠି ମଧ୍ୟ ମିଳିଲାନି। ନିର୍ବାଚନ ଥିବାରୁ ବିହାରକୁ ସ୍ୱତନ୍ତ୍ର ପ୍ୟାକେଜ ମିଳିଛି । ଦିଲ୍ଲୀ ବ୍ୟବସାୟୀଙ୍କୁ ଖୁସି କରିବାକୁ ସ୍ୱତନ୍ତ୍ର ବଜେଟରେ ବ୍ୟବସ୍ଥା କରାଯାଇଛି। କିନ୍ତୁ ଓଡ଼ିଶାକୁ କିଛି ବି ମିଳିଲାଣି । ୧୨ ଲକ୍ଷ ଟ୍ୟାକ୍ସ ଛାଡ଼ ଯେଉଁ ହିସାବ ଦେଉଛନ୍ତି ସେଥିରେ ଓଡିଶାରେ ଏକ ପ୍ରତିଶତ ବି ଲାଭ ପାଇବ ନାହିଁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now