ଜୁନ ୨୦ରେ ଖୋଲିବ ସ୍କୁଲ !

Spread the love

ଅନୁକୂଳ ପାଗ ଥିବା ଜାଗାରେ ୬.୩୦ରୁ ୧୦ .୩୦ ଯାଏଁ ସ୍କୁଲ । ଜୁନ ୨୦ ଯାଏଁ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ । ଜିଲ୍ଲାପାଳ ମାନେ ନିଜ ନିଜର ପାଣିପାଗ ସ୍ଥତିକୁ ନେଇ ସରକାରୀ , ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ ନଚେତ ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିପାରିବେ ।

Leave a Reply

Your email address will not be published. Required fields are marked *