କପିଲ ଶର୍ମା ଶୋ’ରେ ବିଭିନ୍ନ ଭୂମିକାରେ ନଜର ଆସି ଲୋକଙ୍କୁ ହସାଉଥିବା କଳାକାର ଅତୁଲ ପରଚୁରେଙ୍କ ପରଲୋକ ଘଟିଛି । ଅତୁଲ କିଛି ବର୍ଷେ ହେବ କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ଆଜି ତାଙ୍କର ପରଲୋକ ଘଟିଛି । ସେ ହିନ୍ଦୀ, ମରାଠୀ ସିନେମାରେ କାମ କରିଛନ୍ତି । ସିନେମା ସହିତ ସେ ଅନେକ ଟିଭିଟି ଶୋ’ରେ ମଧ୍ୟ ନଜର ଆସିଛନ୍ତି ।ତାଙ୍କ ମୃତ୍ୟୁ ଖବର ପରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now