ଦକ୍ଷିଣ ଚଳଚିତ୍ର ଇଣ୍ଡଷ୍ଟ୍ରିର ରକି ଭାଇ , ଅର୍ଥାତ ସୁପରଷ୍ଟାର ୟଶ । ୮ ଜାନୁଆରୀରେ ସେ ତାଙ୍କର ୩୭ତମ ଜନ୍ମଦିବସ ପାଳନ କରୁଛନ୍ତି । କନ୍ନଡ ସୁପରଷ୍ଟାର ୟଶ ୮ ଜାନୁଆରୀ ୧୯୮୬ରେ କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ । କେଜିଏଫ ଟାଙ୍କ ପ୍ରଶଂସକ ଏବଂ ଇଣ୍ଡ୍ଟ୍ରିର ଲୋକମାନେ ତାଙ୍କୁ ୟଶ ନାମରେ ଜାଣନ୍ତି । କିନ୍ତୁ ତାଙ୍କ ଅସଲ ନାମ ନବିନ୍ କୁମାର ଗୌଡ ।
ତେବେ ସେ ମନୋରଞ୍ଜନ ଜଗତରେ ଏପରି ବ୍ୟକ୍ତିତ୍ବ ଅଟନ୍ତି ଯାହାକୁ କେବେ ଭୁଲିହେବନି । ବସ୍ ଡ୍ରାଇଭରଙ୍କ ପୁଅ ଠାରୁ ଆରମ୍ଭ କରି ସୁପରଷ୍ଟାର ହେବା ପର୍ଯ୍ୟନ୍ତ ୟଶ୍ ଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ଦାୟକ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now