ପ୍ରଖ୍ୟାତ ସଙ୍ଗୀତଜ୍ଞ ଉତ୍ତମ ସିଂହ ଏବଂ ଗାୟିକା କେ. ଏସ୍. ଚିତ୍ରାଙ୍କୁ ସେପ୍ଟେମ୍ବର ୨୮ ତାରିଖରେ ଏକ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଜାତୀୟ ଲତା ମଙ୍ଗେସକର ପୁରସ୍କାର ପ୍ରଦାନ କରାଯିବ ।
ମଧ୍ୟପ୍ରଦେଶ ରାଜ୍ୟ ସଂସ୍କୃତି ବିଭାଗ ପ୍ରତି ବର୍ଷ ମଙ୍ଗେସକରଙ୍କ ଜୟନ୍ତୀରେ ଏହି ପୁରସ୍କାର ପ୍ରଦାନ କରିଥାଏ ।
ଉସ୍ତାଦ ଆଲାଉଦ୍ଦିନ ଖାନ୍ ସଙ୍ଗୀତ ଓ କଳା ଏକାଡେମୀର ନିର୍ଦ୍ଦେଶକ ଜୟନ୍ତ ଭିସେ କହିଛନ୍ତି ଯେ ଉତ୍ତମ ସିଂହ୨୦୨୨ ପାଇଁ ଏବଂ ଚିତ୍ରା ୨୦୨୩ ପାଇଁ ଏହି ପୁରସ୍କାର ପାଇବେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now