ଶାସ୍ତ୍ରୀ’ ରେ ନଜର ଆସିବେ ମିଥୁନ ଓ ଦେବଶ୍ରୀ

ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ  ଅଭିନେତ୍ରୀ ଦେବଶ୍ରୀ ରାୟଙ୍କ ସହ ଆଗାମୀ ଫିଲ୍ମ ‘ଶାସ୍ତ୍ରୀ’ରେ ପୁଣି ଥରେ ଏକାଠି ନଜର ଆସିବେ । ଏହି ଫିଲ୍କ ବଙ୍ଗଳା ଭାଷାରେ ନିର୍ମିତ ହେଉଛି ।

ପରଦାରେ ହିଟ୍ ଯୋଡି ଭାବେ ଜଣାଶୁଣା ଏହି ଯୋଡି ପୂର୍ବରୁ ୧୫ଟି ଫିଲ୍ମରେ ଏକାଠି ଅଭିନୟ କରିଥିଲେ,  ଯାହା ମଧ୍ୟରୁ ଅଧିକାଂଶ ବଡ଼ ବ୍ଲକବଷ୍ଟର ଥିଲା । ଉଭୟଙ୍କର ଏକାଠି ଏହା ୧୬ତମ ଫିଲ୍ମ ହୋଇଥିବା ବେଳେ ଏହା ଲୋକମାନଙ୍କୁ ବହୁତ ପସନ୍ଦ ବୋଲି ଆଶା କରାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *