ରେକର୍ଡ ଭାଙ୍ଗିଲା ପୁଷ୍ପା-୨!

ପୁଷ୍ପା-୨ ସବୁ ରେକର୍ଡ ଭାଙ୍ଗିଦେଲା। ଗ୍ଲୋବାଲି ୧୭ଶହ କୋଟି ଟଙ୍କା ଆୟ କରି ସର୍ବକାଳୀନ ରେକର୍ଡର ଅଧିକାରୀ ହୋଇପାରିଛି ପୁଷ୍ପା-୨ । ବାହୁବଳି-୨ ଓ ଦଙ୍ଗଲର ଅଲଟାଇମ୍ ରେକର୍ଡକୁ କ୍ରସ୍ କରିଛି ପୁଷ୍ପା-୨। ଆଜିଯାଏ ଏହି ଫିଲ୍ଣ ୧୭୫୬କୋଟି ୪୮ଲକ୍ଷ ଟଙ୍କା ଆୟ କରିଛି। ବାହୁବଳି-୨ ଓ ଦଙ୍ଗଲ ପରେ ତୃତୀୟ ସର୍ବଶ୍ରେଷ୍ଠ ବକ୍ସ ଅଫିସ ଗ୍ରସ୍ କଲେକ୍ସନରେ ଭାରତୀୟ ମୁ଼୍ଭି ଭାବେ ପୁଷ୍ପା-୨ ତାଲିକାରେ ଥିଲା। ଦଙ୍ଗଲ ଓ୍ୱାର୍ଲଡଓ୍ୱାଇଡ୍ ଇ ଗ୍ରସ୍ କଲେକ୍ସନ ୧୯୧୪ କୋଟିରୁ ୨୫ଶହ କୋଟି ଥିଲା। ସେହିଭଳି ବାହୁବଳି-୨ର ଗ୍ରସ୍ କଲେକ୍ସନ ୧୭୪୭ କୋଟିରୁ ୨୫ଶହ କୋଟି ଥିଲା। ଏମିତିରେ ଓପନିଂ ଦିନ ଭାରତୀୟ ସିନେମାରେ ପୁଷ୍ପା-୨ ସବୁଠୁ ଅଧିକ ଆୟ କରିଥିଲା। ପୁଷ୍ପା ପଛକୁ ରହିଥିଲା ଆରଆରଆର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *