ହରିୟାଣାରେ ଦି କେରଳ ଷ୍ଟୋରିକୁ ଟ୍ୟାକ୍ସ ଫ୍ରି କଲେ ସରକାର

Spread the love

ଚଣ୍ଡିଗଡ଼ : ହରିୟାଣା ସରକାର ଚର୍ଚ୍ଚିତ ଫିଲ୍ମ ଦି କେରଳ ଷ୍ଟୋରିକୁ ଟ୍ୟାକ୍ସ ଫ୍ରି କରିଦେଇଛନ୍ତି । ଏଥି ପୂର୍ବରୁ ଉତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ସରକାରଙ୍କ ଦ୍ୱାରା ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଦେଇଛନ୍ତି ।

ହରିୟାଣାରେ ଦି କେରଳ ଷ୍ଟୋରି ଫିଲ୍ମ କୁ ଟ୍ୟାକ୍ସ ଫ୍ରି କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରିଥିଲେ । ମୁଖ୍ୟମନ୍ତ୍ରୀ ମନୋହର ଲାଲ ନିଜେ ଏହାକୁ ବୁଝିଥିଲେ । କମିଟିର ସୁପାରିଶ ପରେ ଏହି ସିଦ୍ଧାନ୍ତ ନିଆଯାଇଥିଲା । ବୁଧବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *