ତେଲେଙ୍ଗାନା ହାଇକୋର୍ଟଙ୍କ ବଡ ନିଷ୍ପତ୍ତି

ଏଣିକି ୧୬ ବର୍ଷରୁ କମ ବୟସର ପିଲାମାନେ ହଲ ଯାଇପାରିବେ ନାହିଁ। ଏଭଳି ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ। ୧୬ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ସିନେମା ହଲ ଯିବାକୁ ଲଗାଇଲେ କଟକଣା। ସକାଳ ୧୧ଟା ପୂର୍ବରୁ ଓ ରାତି ୧୧ଟା ପରେ କଟକଣା ଲଗାଇଲେ ତେଲେଙ୍ଗାନା ହାଇକୋର୍ଟ। ପିଲାମାନେ ସିନେମା ଦେଖିଲେ ସେମାନଙ୍କ ଉପରେ ପ୍ରଭାବ ପଡୁଛି। ଶାରିରୀକ ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ବୋଲି ଜଷ୍ଟିସ ବିଜୟସେନ ରେଡ୍ଡୀ କହିଛନ୍ତି। କୋର୍ଟ ଏହାର ନିଷ୍ପତ୍ତି ଶୁଣାଇବା ପୂର୍ବରୁ ଏହା ଉପରେ ବିଚାର କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୨୨ ଯାଏ ସ୍ଥଗିତ ରଖାଯାଇଛି।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *