ବିବାଦ ଘେରରେ ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କ ବହି

ପୂର୍ବତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସମ୍ପର୍କରେ ଯାହା ଲେଖିଛନ୍ତି ତାହା ମିଥ୍ୟା ଓ କପୋଳକଳ୍ପିତ। ବିଜେପି କ୍ରମାଗତ ଭାବେ ନବୀନ ପଟ୍ଟନାୟକଙ୍କ ଭାବମୁର୍ତ୍ତି କୁ କ୍ଷୁର୍ଣ୍ଣ କରିବା ପାଇଁ ମିଥ୍ୟାର ଆଶ୍ରୟ ନେଉଛନ୍ତି। ବିଜେପି ଆଉ ବିଜେପି ହୋଇନାହିଁ ଭାରତୀୟ ମିଛୁଆ ପାଟିରେ ପରିଣତ ହୋଇଥିବା କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *