ଖୁଡ଼ି ମଥାରେ ସିନ୍ଦୂର ଦେଲା ପୁତୁରା

ଖୁଡିକୁ ବିବାହ କଲେ ପୁତୁରା। ମନ୍ଦିରରେ ଉଭୟ ପରସ୍ପର ବେକରେ ବରମାଳା ପିନ୍ଧାଇଛନ୍ତି। ବଡ଼ କଥା ହେଲା ସ୍ୱାମୀଙ୍କ ଆଗରେ ଏ ସବୁ ହେଲା। ପୁତୁରା ସହ କେବେ ଓ କେମିତି ପ୍ରେମ ହେଲା ସେ ଜାଣିନାହାନ୍ତି ବୋଲି କହିଛନ୍ତି ଖୁଡ଼ି। ବିହାରର ଜମୁଇରେ ଏଭଳି ଘଟଣା ଘଟିଛି। ୨ ବର୍ଷ ଧରି ପୁତୁରା-ଖୁଡ଼ି ଭିତରେ ପ୍ରେମ ସମ୍ପର୍କ ଚାଲିଥିଲା। ତାଙ୍କ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଇଥିଲେ। ସେଥିଲାଗି ଏଭଳି ବିବାହ କଲେ। ତାଙ୍କର ସନ୍ତାନ ପୂର୍ବ ସ୍ୱାମୀ ପାଖରେ ରହିବେ ବୋଲି କହିଛନ୍ତି ମହିଳା। କାରଣ ପିଲାଟିର ବାୟୋଲୋଜିକାଲ ପିତା ପ୍ରଥମ ସ୍ୱାମୀ। ୨୦୨୧ରେ ପ୍ରଥମ ବିବାହ ହୋଇଥିଲା। ଏବେ ଯାହାକୁ ବିବାହ କରିଛନ୍ତି ସେ ହିଁ ତାଙ୍କ ଲାଗି ସବୁ କିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *