ଜାମ୍ମୁ କାଶ୍ମୀରରେ ପୁଣି ପ୍ରକୃତିର ତାଣ୍ଡବ

ଜାମ୍ମୁ କାଶ୍ମୀରରେ ପୁଣି ପ୍ରକୃତିର ତାଣ୍ଡବ। ବାଦଲ ଫଟା ବର୍ଷାରେ ଭୟଙ୍କର ବିପର୍ଯ୍ୟୟ । ଧସିଲା ପାହାଡ଼ । ବିଭିନ୍ନ ସ୍ଥାନରେ ଭୂସ୍ଖଳନ ସହ ଅଚାନକ ନଦୀରେ ଆସିଲା କୃତ୍ରିମ ବନ୍ୟା । ଧୋଇନେଲା ଲୋକଙ୍କ ଘରଦ୍ୱାର ଓ ରାସ୍ତାଘାଟ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *