ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଏକା ସାଙ୍ଗରେ ଆକାଶରେ ଦେଖାଯିବ ଦୁଇଟି ଜହ୍ନ । ବୈଜ୍ଞାନିକ ଏହାକୁ୨୦୨୪ ପିଟି ୫ ନାମ ଦେଇଛନ୍ତି । ହେଲେ ଏହି ୨ୟ ଚନ୍ଦ୍ରାମା ଙ୍କ ସବୁଦିନ ପାଇଁ ଦେଖିହେବ ନାହିଁ । ଏହା ଚନ୍ଦ୍ରମା ପରି ହୋଇଥିଲେ ମଧ୍ୟ ଆକାରରେ ଛୋଟ ହେବ । ତେଣୁ ଏହାକୁ ମିନି ମୁନ କୁହାଯାଉଛି ।
ଏହା ପ୍ରାୟ ଦୁଇ ମାସ ଯାଏଁ ଆକାଶରେ ଦୃଶ୍ୟମାନ ହେବ । ଆଜିଠାରୁ ଏହି କୁନି ଜହ୍ନମାମୁଁ ୨୫ ନଭେମ୍ବର ଯାଏ ଦେଖି ହେବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now