ବାଲୋଚିସ୍ତାନରେ ସୁରକ୍ଷା ଚୌକ ଉପରେ ଆକ୍ରମଣ, ତିନି ସୈନିକଙ୍କ ମୃତ୍ୟୁ, ଜଣେ ଆତଙ୍କବାଦୀ ନିହତ 

Spread the love

କ୍ୱେଟା : ପାକିସ୍ତାନର ଅଶାନ୍ତ ବାଲୋଚିସ୍ତାନ ପ୍ରାନ୍ତର ଜରଘୁନ ଅଂଚଳରେ ଆତଙ୍କବାଦୀ ମାନେ ଏକ ସୁରକ୍ଷା ଚୌକକୁ ଟାର୍ଗେଟ୍ କରିଛନ୍ତି । ଶନିବାର ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ତିନି ଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଏବଂ ଜଣେ ଆତଙ୍କବାଦୀ ନିହତ ହୋଇଛି ।

Leave a Reply

Your email address will not be published. Required fields are marked *