ଭାରତର ସହଯୋଗ ଲୋଡିଲା ତାଲିବାନ । ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ପକ୍ଷରୁ ଭାରତ ସହଯୋଗ ଲୋଡ଼ାଯାଇଛି। ଭାରତ ଏବଂ ତାଲିବାନ ମଧ୍ୟରେ ବନ୍ଧୁତା ନୂଆ ସ୍ତରରେ ପହଞ୍ଚିବାକୁ ଯାଉଛି। ଭାରତ ଏବଂ ତାଲିବାନ ସରକାରଙ୍କ ମଧ୍ୟରେ ରଣନୈତିକ ସହଯୋଗ ମଧ୍ୟ ବୃଦ୍ଧି ପାଇଛି ଯାହା ପୂର୍ବରୁ ସମ୍ଭବ ହେଉ ନ ଥିଲା।ଉଭୟଙ୍କ ମଧ୍ୟରେ ବନ୍ଧୁତା ମଧ୍ୟରେ ଆଫଗାନିସ୍ତାନର ତାଲିବାନ ଶାସକ ନୂଆଦିଲ୍ଲୀରେ ନିଜର ରାଷ୍ଟ୍ରଦୂତ ଅବସ୍ଥାପିତ କରିବା ପାଇଁ ଅନେକ ନାମର ପରାମର୍ଶ ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now