ବିଦା ହେଲେ ନିଗମ ଅଧ୍ୟକ୍ଷ

Spread the love

ବିଦା ହେଲେ ନିଗମ ଅଧ୍ୟକ୍ଷ । ବିଭିନ୍ନ ନିଗମ ଅଧ୍ୟକ୍ଷଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର । ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତ ଅଧ୍ୟକ୍ଷଙ୍କୁ ଅବ୍ୟାହତି ଦିଆଗଲା । ନିଗମଗୁଡ଼ିକର ପରିଚାଳନାରେ ଗୁଣାତ୍ମକ ଉନ୍ନତି ହେଉ ନଥିବାରୁ ପଦକ୍ଷେପ ।

Leave a Reply

Your email address will not be published. Required fields are marked *