ପାଟନାରେ ଏମର୍ଜେନ୍ସି ଲ୍ୟାଣ୍ଡିଂ କଲା ଇଣ୍ଡିଗୋ। ବିମାନରେ ପକ୍ଷୀ ମାଡ଼ ହେବାରୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ପାଟଣାକୁ ଦିଲ୍ଲୀ ଯାଉଥିଲା ବିମାନ। ଇଣ୍ଡିଗୋ ଫ୍ଲାଇଟ୍ ୧୭୫ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବା ମାତ୍ରେ କିନ୍ତୁ ପକ୍ଷୀ ହିଟ୍ ରୁ ଇଞ୍ଜିନରେ ତୃଟି ପରିଲକ୍ଷିତ ହୋଇଥିଲା। ଫଳରେ ପାଇଲଟ ଏହାକୁ ଜରୁରୀ ଅବତରଣ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now