Latest Newsଓଡ଼ିଶାପାଣିପାଗ ଓ ପରିବେଶ

ଜୁନ 4 ରେ ମୌସୁମି ଛୁଇଁବ କେରଳ । ଟ୍ୟୁଟ୍ କରି  ଜଣାଇଲା ଜାତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର : ଜୁନ 4 ସୁଦ୍ଧା ମୌସୁମି ଜଳବାଯୁ କେରଳ ଛୁଇଁବାର ସମ୍ଭାବନା ଟ୍ୟୁଟ୍ କରି ଜଣାଇଛି ଜାତୀୟ ପାଣିପାଗ ବିଭାଗ  । ଏ ବର୍ଷ ମୌସୁମି ଟିକେ ବିଳମ୍ବରେ ଆସୁଛି  । ମୌସୁମି କେରଳ ଛୁଇଁବାର ପ୍ରାୟ ଏକ ସପ୍ତାହ ପରେ ଓଡିଶା ଆସିଥାଏ  । ଅର୍ଥାତ୍ ଜୁନ୍‌ ୧୩ ତାରିଖ ପୂର୍ବରୁ ମୌସୁମି ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି  ।

Leave a Reply

Your email address will not be published.

Back to top button