ଜାତୀୟଭାଇରାଲ୍

ଦେବଦୁତ ସାଜି ପୁଣି ଚର୍ଚ୍ଚା ରେ ସୋନୁ…

ସୋନୁ ସୁଦ୍ କହିଲେ କିଏ ବା ନ ଜାଣେ । ସୋନୁ ସୁଦ୍ ନାଁ ହିଁ ଯଥେଷ୍ଟ । ଜାଣିଲେ ଆଶ୍ଟର୍ଯ୍ୟ ହେବେ । ସେଲିବ୍ରିଟି ଭାବରେ ସାରା ଦେଶରେ ତାଙ୍କର ପରିଚୟ ରହିଛି । ସ୍ରେଲିବ୍ରିଟି ଭାବରେ ସାରା ଦେଶରେ ପରିଚୟ ସୃଷ୍ଟି କରିସାରିବା ପରେ ତାଙ୍କର ଅସଲ ଚେହେରା ଦେଖିବାକୁ ମିଳିଥିଲା । କରୋନା ସମୟରେ ହେଉ ବା ଦେଶର ଯେ କୌଣସି ସ୍ଥାନରେ କେହି ଅସୁବିଧା ର ଖବର ତାଙ୍କ ପାଖରେ ପହଞ୍ଚିବା ହେଉ । ଘଟଣା ସ୍ଥଳରେ ନିଜେ ପହଞ୍ଚନ୍ତି ନଚେତ ତାଙ୍କ ସାହାର୍ଯ୍ୟ ପହଞ୍ଚେ । ଦେଶ ବିଦେଶରେ ଏବେ ଚର୍ଚ୍ଚାରେ ସୋନୁ ସୁଦ୍ ।

ସାହାର୍ଯ୍ୟ ଶଦ୍ଦ ର ଉଦାହରଣ ସୋନୁ ସୁଦ୍ କହିଲେ ଭୁଲ ହେବନି । ଗୋଟିଏ ଛୋଟ ଝିଅ କୁ ସାହାର୍ଯ୍ୟ କରି ଦେଶ ବିଦେଶରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ସୋନୁ ସୁଦ୍ । ଛୋଟ ଝିଅ ର ଜନ୍ମ ସମୟରେ ୪ ଟି ହାତ ଓ ୪ ଟି ଗୋଡ ଦେଖିବାକୁ ମିଳିଲା ।ଏହା ଦେଖିବା ପରେ ପରିବାର ଲୋକ ଛୁଆ ଜନ୍ମ ହୋଇଥିବା ଖୁସି ହେବା ପରିବର୍ତ୍ତେ ଦୁଖଃ ରେ ଭାଙ୍ଗି ପଡିଲେ । ଝିଅ ର ନାଁ ଚାଓମୁଖୀ କୁମାରୀ ତାର ଘର ବିହାର ରେ ।

ବିନା ଅପରେସନରେ ଝିଅ ର ସ୍ବାଭାବିକ ଅବସ୍ଥଆ ଫେରିବା ଅସମ୍ଭବ ବୋଲି ଜଣାପଡିଲା । ଏଥିୁଇଁ ସର୍ଜରୀ ର ଦରକାର । ସର୍ଜରୀ ପାଇଁ ଦରକାର ଅର୍ଥ । ଝିଅ ର ଏ ଅବସ୍ଥା ସାଙ୍ଗକୁ ଅର୍ଥ ଚିନ୍ତା ପରିବାର ପାଇଁ ବୋଝ ଉପରେନଳିତ ବିଡା ସଦୃଶ ହେଲା । ଫିଲ୍ମ ରେ ଅସମ୍ଭବ ସମ୍ଭବ ହେବା ଭଳି ଦେବଦୁତ ସାଜି ପହଞ୍ଚିଲେ ସୋନୁ ସୁଦ୍ । ପରିବାର ଚିନ୍ତା ଗଲା ଚାଓମୁଖୀ ର ଅପରେସନ ବି ହେଲା ।

ଚାଓମୁଖୀ ର ଫଟୋ କୁ ସୋନୁ ସୁଦ୍ ତାଙ୍କର ସୋସିଆଲ ମିଡିଆ ପେଜ ରେ ସେୟ୍ରା କରିଛନ୍ତି । ସେୟାର ମଧ୍ୟ୍ୟରେ ତିନୋଟ ଫଠ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଅପରେସନ ପରେ ଛୋଟ ଝିଅ କୁ ସୋନୁ ସଦ୍ ଚକୋଲେଟ ଦେଉଥିବା ଫଟୋ । ଅନ୍ୟ ଦୁଠି ଚିତ୍କିସା ପୁର୍ବ ରୁ ଝିଅ ସ୍ବାସ୍ଥ୍ୟବସ୍ଥା ଚିତ୍ର , ଓ ହସପିଟାଲରେ ଚିତ୍କିସାଧୀନ ଅବସ୍ଥାର ଚିତ୍ର ଦେଖିବାକୁ ମିଳୁଛି ।

ସଫଳ ଅସ୍ତ୍ରୋପ୍ରଚାର ପରେ ଚାଓମୁଖୀ ଏବେ ଘରକୁ ଫେରିବ । ତାଙ୍କ ପରିବାର ପାଇଁ ସୋନୁ ସୁଦ୍ ଜୀବନ୍ତ ଭଗବାୱ କହିଲେ ଭୁଲ ହେବ ନାହିଁ । ସୋସିଆଲ ନିଡିଆରେ ସୋନୁ ଙ୍କୁ ପ୍ରଶଂସା ର ସୁଅ ଛୁଟିଛି । ବିଶ୍ବର ର ସବୁଠାରୁ ଭଲ ମଷିଷ ବୋଲି କୁହାଯାଇଛି ।ବଲିଉଡ୍ ସେଲିବ୍ରିଟି ମାନେ ମଧ୍ୟ୍ୟ ସୋନୁ ସୁଦ୍ ଙ୍କୁ ପ୍ରଶଂସା କିରବା ପାଇଁ ପଞାଇ ନାହାନ୍ତି ।

  • ସ୍ମରିଜିତ ଆର୍ଯ୍ୟ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button