Dhenkanal

ଢେଙ୍କାନାଳ ବିଜେପି ଟିପିସିଓଡିଏଲ୍ ଅଫିସ ତାଲା ପକାଇଲା ତାଲା

ଭୁବନେଶ୍ୱର : ଢ଼େଙ୍କାନାଳ ଜିଲ୍ଲାରେ ଅଘୋଷିତ ବିଜୁଳି କାଟକୁ ନେଇ ଜିଲ୍ଲା ବିଜେପି ଟିପିସିଓଡିଏଲ୍ ଅଫିସ ତାଲା ପକାଇଥିବା ଦେଖିବାକୁ ମିଳିଛି । ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ର, ପୂର୍ବତନ ସାଂସଦ ରୁଦ୍ର ପାଣି, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର ଆଦି ବରିଷ୍ଠ ବିଜେପି ନେତା ଆନ୍ଦୋଳନ ରେ ସାମିଲ ହୋଇଛନ୍ତି ।

Related Articles

Leave a Reply

Your email address will not be published.

Back to top button