ଜାତୀୟ

ପୁରୁଷ ଜୁନିଅର ଏସିଆ କପରେ ବିଜୟ ପାଇଁ ଭାରତୀୟ ଜୁନିୟର ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁରୁଷ ଜୁନିଅର ଏସିଆ କପରେ ବିଜୟ ପାଇଁ ଭାରତୀୟ ଜୁନିୟର ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ପୁରୁଷ ଜୁନିଅର ଏସିଆ କପରେ ଚମତ୍କାର ବିଜୟ ପାଇଁ ଆମର ଜୁନିଅର ପୁରୁଷ ହକି ଦଳକୁ ହାର୍ଦ୍ଦିକ ଅଭିନନ୍ଦନ । ସେମାନଙ୍କର ବିଜୟ ଆମର ଯୁବ ପ୍ରତିଭା ମାନଙ୍କର ଦୃଢ ସଙ୍କଳ୍ପ ଓ ନିଷ୍ଠାକୁ ପ୍ରତିଫଳିତ କରିଛି । ସେମାନେ ଭାରତକୁ ଗର୍ବିତ କରିଛନ୍ତି ।”

Related Articles

Leave a Reply

Your email address will not be published.

Back to top button