ଜାତୀୟ

ଅଷ୍ଟ୍ରେଲିଆନସୁପରର ମୁଖ୍ୟ କାର୍ଯ୍ୟକାରୀ ପଲ୍ ଶ୍ରୋଡରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆନସୁପରର ମୁଖ୍ୟ କାର୍ଯ୍ୟକାରୀ ପଲ୍ ଶ୍ରୋଡରଙ୍କୁ ଭେଟିଛନ୍ତି ।

ବିଶ୍ୱରେ ପୁଞ୍ଜିନିବେଶ ପାଇଁ ଭାରତ ସବୁଠୁ ପସନ୍ଦର ଅର୍ଥବ୍ୟବସ୍ଥା ମଧ୍ୟରୁ ଅନ୍ୟତମ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଭାରତ ସହ ସହଭାଗିତା ପାଇଁ ଅଷ୍ଟ୍ରେଲିଆନସୁପରକୁ ଆମନ୍ତ୍ରଣ କରିଛନ୍ତି ।

ଅଷ୍ଟ୍ରେଲିଆନସୁପର ଅଷ୍ଟ୍ରେଲିଆର ଏକ ସୁପରଆନୁଏସନ ଫଣ୍ଡ୍, ଯାହାର ମୁଖ୍ୟାଳୟ ଭିକ୍ଟୋରିଆର ମେଲବର୍ନରେ ରହିଛି ।

Related Articles

Leave a Reply

Your email address will not be published.

Back to top button