ଜାତୀୟ

ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ମୋତେ ଦେଶସେବା ପାଇଁ ପ୍ରେରିତ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ତିନି ଦେଶ ଗସ୍ତ ପରେ ପ୍ରଧାନମନ୍ତ୍ରୀଙ୍କ ଆଗମନରେ ଲୋକଙ୍କ ଉତ୍ସାହ ସମ୍ପର୍କରେ ନ୍ୟୁଜ ଆଙ୍କର ସୁଶ୍ରୀ ରୁବିକା ଲିୟାକତଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ପ୍ରଧାନମନ୍ତ୍ରୀ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଏହା କୋଟି କୋଟି ଦେଶବାସୀଙ୍କ ପ୍ରେମ ଓ ବିଶ୍ୱାସ ଯାହା ମୋ ଭିତରେ ନୂଆ ଶକ୍ତି ଭରି ଦେବା ସହ ନିରନ୍ତର ଦେଶସେବା ପାଇଁ ପ୍ରେରିତ କରିଥାଏ ।”

Related Articles

Leave a Reply

Your email address will not be published.

Back to top button