Ganjam

ମେଘକୁ ଦେଖି ବିଜୁଳି ଯାଏ ଲୁଚି

ଗଞ୍ଜାମ : ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳିର ଶେରଗଡ ଅଞ୍ଚଳରେ ମେଘକୁ ଦେଖି ମୟୁର ନାଚୁଥିବା ବେଳେ ମେଘକୁ ଆକାଶରେ ଦେଖିବା ମାତ୍ରେ ଶେରଗଡ ଓ ପିତଳ ଅଞ୍ଚଳରେ ବିଜୁଳିବତୀ ଲୁଚିଯାଏ । ଏହି କାରଣରୁ ଅଞ୍ଚଳର ଜନସାଧାରଣ ନାହିଁ ନଥିବା ହଟହଟାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ବିଦ୍ୟୁତ ବିଭାଗ ଉଚ୍ଚ କତ୍ତୃପକ୍ଷ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି।

Related Articles

Leave a Reply

Your email address will not be published.

Back to top button