ସୀମାରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ମୁହାଁମୁହିଁ

ଜାମ୍ମୁ କାଶ୍ମୀର ହନ୍ଦୱାଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଭିତରେ ଭୟଙ୍କର ଗିଳି ବିନିମୟ ହୋଇଥିଲା ଯାହା ଫଳରେ ଜଣେ ଆତଙ୍କୀଙ୍କୁ ସଫା କରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ । ସୂଚନା ଅନୁସାରେ ହନ୍ଦୱାଡ କ୍ରୁମହୁରା ଜଳଲଦାର ଅଞ୍ଚଳରେ ଆତଙ୍କୀ ମାନେ ଲୁଛି ରହିଥିବା ନେଇ ଜାଣିବାକୁ ପାଇଥିଲେ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ବିଭାଗ ପକ୍ଷରୁ ଖବର ମଳିଥିଲା। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା ବଳ । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଯହା ଫଳରେ ଆତଙ୍କୀ ନିହିତ ହୋଇଥିଲେ ନିହିତ ଆତଙ୍କୀ ପାଖରୁ ଏକେ-୪୭ ସହ ଗୋଳା ବାରୁଦ ଜବତ କରିଛନ୍ତି। ଅନ୍ୟ ଆତଙ୍କୀଙ୍କ ସନ୍ଧାନ ଜାରି ରଖିଛି। ହନ୍ଦୱାଡ କ୍ରୁମହୁରା ଜଳଲଦାର ଅଞ୍ଚଳରେ ଏନକାଉଣ୍ଟର ହୋଇଥିବା ନେଇ ଏକ୍ସରେ ଜାମ୍ମୁ କାଶ୍ମୀର ପୋଲିସ୍ ପକ୍ଷରୁ କୁହାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *