ନେପାଳରେ ଭୟଙ୍କର ଭୁସ୍ଖଳନ ଯୋଗୁଁ ନଦୀରେ ଭାସିଗଲା ବସ୍ : ୬୩ ଯାତ୍ରୀ ନିଖୋଜ

ନେପାଳରେ ଭୟଙ୍କର ଭୁସ୍ଖଳନ ଯୋଗୁଁ  ନଦୀରେ ଭାସିଗଲା ବସ୍ । ଦୁଇଟି ବସ୍ ଭାସିଯାଇଥିବା ସୂଚନା। ବସ୍‌ରେ ଥିବା ୬୩ ଜଣ ଯାତ୍ରୀ ଭାସିଯାଇଛନ୍ତି । ଏବେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୟଙ୍କର ଭୁସ୍ଖଳନ ଆସିବାରୁ ମଧ୍ୟ ନେପାଳର ମଦନ-ଆର୍ଶୀତ ଜାତୀୟ ରାଜପଥରେ ଦୁଇଟି ବସ୍ ଭାସିଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *