ଦିଲ୍ଲୀରେ ଚିନ୍ତା ବଢାଉଛି ବାୟୁ ପ୍ରଦୂଷଣ । ବେହାଲ ହୋଇପଡିଛି ସ୍ଥିତି । ରବିବାର ଦିନ ଦିଲ୍ଲୀର ବାୟୁ ଅତି ଖରାବ ସ୍ଥରରେ ରହିଛି । ସହରରେ ଦ୍ବିତୀୟ ଥର ପାଇଁ ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ ସେଲସିୟସ ରହିଥିଲା। ସହରର ଅନେକ ସ୍ଥାନରେ AQI ୩୦୦ ରୁ ଉଦ୍ଧ୍ବ ରହିଛି । ଦିଲ୍ଲୀରେ ପ୍ରଦୂଷଣ କାରଣରୁ ଲୋକଙ୍କୁ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି । ରାଜଧାନୀର ଅନେକ ସ୍ଥାନରେ ମଧ୍ୟ ଏକ ଧୂଆଁର ଆସ୍ଥରଣ ଦେଖିବାକୁ ମିଳିଛି । ତେବେ ବାୟୁ ପ୍ରଦୂଷଣକୁ କରିବା ପାଇଁ ଆଣ୍ଟି ସ୍ମୋଗ ଗନର ବ୍ୟବହାର କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now