ଜାମ୍ମୁ କାଶ୍ମୀରରେ ଭୁକମ୍ପ ଝଟକା

ଜାମ୍ମୁ କାଶ୍ମୀରରେ ଭୁକମ୍ପ ଝଟକା । ଭୂକମ୍ପ ଝଟକାରେ ଥରିଲା ଜାମ୍ମୁ କାଶ୍ମୀର । ଗତକାଲି ବିଳମ୍ବିତ ରାତିରେ ଜାମ୍ମୁକାଶ୍ମୀର ବାରମୂଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ରେକ୍ଟର ସ୍କେଲ ତୀବ୍ରତା ୪.୦ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭୂକମ୍ପ କାରଣରୁ କୌଣସି ଧନଜୀବନ ନଷ୍ଟ ହୋଇଥିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ତେବେ ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ରହିଥିବା ନେଇ କୁହାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *