ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, କେରଳର ଥିରୁଭନନ୍ତପୁରମରେ ଜରୁରୀ ଅବତରଣ

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ। କେରଳ ଥିରୁଭନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ଏୟାର ଇଣ୍ଡିଆର ବିମାନ ୬୫୭ ମୁମ୍ବାଇରୁ ଉଡ଼ାଣ ଭରିଥିଲା। ପରେ ବିମାନରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଏହାକୁ କେରଳର ଥିରୁଭନନ୍ତପୁରମରେ ଜରୁରୀ ଅବତରଣ କରାଯାଇଛି। ୧୩୫ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଯାଞ୍ଚ ପାଇଁ ପହଞ୍ଚିଛି ଟିମ୍। ସକାଳ ୮ଟା ବେଳେ ବିମାନର ଅବତରଣ ପରେ ଏହାକୁ ଆଇସୋଲେସନରେ ରଖାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *