ଆସାମରେ ବନ୍ୟାସ୍ଥିତ ଉତ୍କଟ

ଆସାମରେ ଭୟଙ୍କର ବନ୍ୟାସ୍ଥିତି। ଉତ୍କଟ ବନ୍ୟାସ୍ଥିତ ଯୋଗୁଁ ୨୫ ଜିଲ୍ଲାରେ ୧୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅନ୍ୟପଟେ କାଜିରଙ୍ଗା ନ୍ୟାସନାଲ୍ ପାର୍କରେ ୧୭୪ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଏବେ ବି ଅନେକ ଲୋକ ବନ୍ୟା ପାଣିରେ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ୩୩ଟି ବୋଟ୍ ନିୟୋଜିତ ଥିବାବେଳେ ଏପର୍ଯ୍ୟନ୍ତ ୮୪ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *