ବାୟୋମେଟ୍ରିକ୍‌ ଉପସ୍ଥାନକୁ ଝାଡଖଣ୍ଡ ଡାକ୍ତରଙ୍କ ମନା

Jhatkhand doctors boycott biometric attendance


ଝାଡଖଣ୍ଡରେ ସରକାରୀ ଡାକ୍ତରମାନେ ବାୟୋମେଟ୍ରିକ୍‌ରେ ଉପସ୍ଥାନ ଦେବାକୁ ମନା କରିଦେଇଛନ୍ତି । ଏହା ଜରୁରୀକାଳୀନ ସେବା କ୍ଷେତ୍ରରେ ସମ୍ଭବ ନୁହେଁ ବୋଲି କହିବା ସହିତ ଏହାକୁ ବର୍ଜନ କରିଛନ୍ତି ।
ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥାକୁ ନେଇ ଡାକ୍ତରମାନେ ଉଠାଇଥିବା ପ୍ରସଙ୍ଗ ଉପରେ ବିଚାର କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ଡାକ୍ତରମାନେ କହିଛନ୍ତି ଯେ, ସେମାନେ ଠିକ୍ ସମୟରେ ସେମାନଙ୍କ କାର୍ଯ୍ୟସ୍ଥଳ – ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଛନ୍ତି, କିନ୍ତୁ ପ୍ରତିବାଦ ସ୍ୱରୂପ ବାୟୋମେଟ୍ରିକ୍ ଉପସ୍ଥାନକୁ ବର୍ଜନ କରିଛନ୍ତି, ସେମାନେ ଅଫଲାଇନ୍ ମାଧ୍ୟମରେ ଉପସ୍ଥାନ ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *