ମନ୍ଦିରରେ କେକ୍ କାଟି ଅଡୁଆରେ ମଡେଲ ମମତା ରାଏ

ମନ୍ଦିରରେ ଜନ୍ମଦିନ ପାଳନ ମହଙ୍ଗା ପଡିଲା । ମନ୍ଦିରରେ କେକ୍ କାଟି ଜନ୍ମଦିନ ପାଳନ କଲେ ମଡେଲ । ବାରଣାସୀ କାଳ ଭୈରଭ ମନ୍ଦିରରେ ଜନ୍ମଦିନ କେକ୍ କାଟି ଅଡୁଆରେ ଏବେ ମଡେଲ ମମତା ରାଏ । ମନ୍ଦିତ ଭିତରେ କେକ୍ କାଟିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ମଡେଲରଙ୍କୁ ଇନଷ୍ଟାଗ୍ରାମରେ ୧୦ ଲକ୍ଷରୁ ଅଧିକ ଫଲର୍ସ ଅଛନ୍ତି । ମନ୍ଦିର ଭିତରେ ଜନ୍ମଦିନ ପାଳନ ସହ କେକ କାଟି ଫଟୋ ଅପଲୋଡ ପରେ ତାଙ୍କୁ ଅନେକ ୟୁଜର୍ସ ସମାଲୋଚନା କରିଛନ୍ତି ।

ମନ୍ଦିର ପରି ପବିତ୍ର ସ୍ଥାନରେ । କିପରି କେକ୍ କେଟା ହେଲା ସେନେଇ କାହିଁକି ପୂଜକ ଅଟକେଇଲେ ନାହିଁ । ଏହାକୁ ନେଇ ପ୍ରଶ୍ନ କରୁଛନ୍ତି ୟୁଜର୍ସ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *